Odia News Portal

ଅନୁସୁଚିତ ଜାତି ସେଲ୍ ର ଦିତୀୟ କାର୍ଯ୍ୟ କାରିଣୀ ବୈଠକ

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ଅନୁସୁଚିତ ଜାତି ସେଲ୍ ର ଦିତୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁସୁଚିତ ଜାତି ସେଲ୍ ଆବାହକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ଅଧ୍ୟକ୍ଷତାରେ, ରାଜ୍ୟ ବିଜେଡି କାର୍ଯ୍ଯାଳୟ ଆୟୋଜିତ ଏହି ବୈଠକରେ ସବୁ ଜିଲ୍ଲାର କର୍ମକର୍ତ୍ତାମାନେ ଯୋଗଦେଇଥିଲେ