Odia News Portal

ବିଲକୁ ଖସିଲା ବୁଲେରୋ: ଦୁଇ ସାମାନ୍ୟ ଆହତ

ଗଞ୍ଜାମ: ଦିଗପହଣ୍ଡି ନିକଟ ଖେମୁଣ୍ଡି ଖୋଲ ନିକଟରେ ଏକ ବୁଲେରୋ ଗାଡି (OR 20 3434) ଭାର ସାମ୍ୟ ହରାଇ ରାସ୍ତା କଡ଼ ବିଲକୁ ଖସିପଡିଛି । ଦୃଘଟଣାରେ କେହି ମୃତାହତ ହେଇ ନଥିବା ବେଳେ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି । ଗାଡିଟିକୁ ଜବତ କରି ସ୍ଥାନୀୟ ପୋଲିସ ତଦନ୍ତ କରୁଛି ।