Odia News Portal

୬୧ ନଂ ଜୋନରେ କର୍ମୀସମ୍ମିଳନୀ ଓ ୱାଡ଼ କମିଟି ବୈଠକ

ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ଗ୍ରାମ ପଞ୍ଚାୟତ ରେ ୬୧ ନଂ ଜୋନ ଜିଲ୍ଲା ପରିଷଦ ର ଜୋନ ସ୍ତରୀୟ କର୍ମୀସମ୍ମିଳନୀ ଓ ୱାଡ଼ କମିଟି ବୈଠକ ରେ ମାନ୍ୟବର ସାନଖେମୁଣ୍ଡି୬୧ ନଂ ଜୋନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ୍ ଉପାଧ୍ୟକ୍ଷ,୬୨ନଂ ଜୋନ ର ଜିଲ୍ଲା ପରିଷଦ,୬୧ନଂ ଜୋନ ର ଜିଲ୍ଲା ପରିଷଦ,୫୯ନଂ ଜୋନ ର ଜିଲ୍ଲା ପରିଷଦ,୬୦ନଂ ଜୋନ ର ପୂର୍ବତନ ଜିଲ୍ଲା ପରିଷଦ ପ୍ରତନିଧି, ଓସ୍କାର୍ଡ ବ୍ୟାଙ୍କ ସଭାପତି,ସମସ୍ତ ସରପଞ୍ଚ, ସମିତି ସଭ୍ୟଓ ବିଜୁ ପ୍ରେମୀ ଭାଇ ଓ ଭଉଣୀ ଯୋଗ ଦେଇଥିଲେ। ଗରିବ ହିତାଧିକାରୀଙ୍କୁ ମାନ୍ୟବର ସାନଖେମୁଣ୍ଡି ବିଧାୟିକାଙ୍କ କର କମଳ ରେ ବିଦୂତ ସାମଗ୍ରୀର କୀଟ ପ୍ରଦାନ କରିଛନ୍ତି।