Odia News Portal

ସହାୟତା ପାଇଁ ଅନୁରୋଧ କଲେ ବାପା ମାଆ

କଟକ: ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ସହାୟତା ପାଇଁ ଅନୁରୋଧ କଲେ ବାପା ମାଆ। ନାମ:ତପନ କୁମାର ଦାସ, ବାପା : ରମେଶ ଚନ୍ଦ୍ର ଦାସ। ଘର ପୁରୁଣା ରାଉସାପାଟଣା କଟକ। ପୂର୍ବରୁ ବୋନ ଟିଭିରେ ପୀଡିତ ଥିଲେ ତାପରେ ସେ ଏବେ ପକ୍ଷାଘାତ ରୋଗରେ ପୀଡିତ । ଏବେ ଅପରେସନ ପାଇଁ ମୁଖ୍ୟ ବାଧକ ସାଜିଛି ଅର୍ଥ। ଦାରିଦ୍ରତା ଭିତରେ ପୁଅର ସୁସ୍ଥ ହେବାକୁ ଅନାଇ ବସିଛନ୍ତି ତାଙ୍କର ପରିବାର ଲୋକେ। ସରକାର ଏଥିପାଇଁ ଆଗକୁ ଆସି ତପନଙ୍କୁ ସହାୟତା କରନ୍ତୁ ବୋଲି ଅନୁରୋଧ କରିଛନ୍ତି ବାପା ମାଆ। ବର୍ତ୍ତମାନ ରୋଜଗାରିଆ ପୁଅ ବିଛଣାରେ ପଡ଼ିଥିବାରୁ ଘର ଚଳିବା ମଧ୍ୟ କଷ୍ଟକର ହୋଇଗଲାଣି।