ଭୁବନେଶ୍ବର () ଦୀପାବଳିରେ ଘଟିଛି ଅଘଟଣ। ପୁରୁଣା ଷ୍ଟେସନ ବଜାରର ଗର୍ଗ ଟ୍ରେଡିଂ କୋ ସାନିଟାରୀ ଗୋଦାମରେ ଘଟିଛି ଘଟଣା।ଗୋଦାମର ତଳମହଲାର ସାନିଟାରି ଆଇଟମ ଥିବା ଅଂଚଳରେ ଲାଗିଥିଲା ନିଆଁ । ନିଆଁ ଧିରେ ଧିରେ ପ୍ରଥମ ମହଲାରୁ, ଦ୍ବିତିୟ ଓ କୁ ତୃତୀୟକୁ ବ୍ଯାପୁଥିଲୀ ।ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ ଅଗ୍ମିଶମ କର୍ମଚାରୀ। ତେବେ ଗୋଦାମରେ ପାଇପ,ଜରିରେ ଥିଲା ଭେରାଇଟ ସାମଗ୍ରୀ। ଯାହାକୁ ନେଇ ନିଆଁ ଧିରେ ବ୍ଯାପୁଥିବା ସମୟରେ ନିଆଁକୁ ଆୟତ ଉଦ୍ଯମ କରୁଥିଲେ ଅଗ୍ନିଶମ କର୍ମଚାରୀ। ଗ୍ରିଲ ଭାଙ୍ଗି ଉପର ମହଲାରେ ଥିବା ତିନି ଜଣ ଲୋକଂକୁ ଉଦ୍ଧାର କରାଯାଇଥିଲା। ନିଆଁ ଏତେ ପରିମାଣର ବ୍ଯାପିଯାଇଥିଲା ଯେ ୬ଟି ଦମକଳ ସହ କାପ୍ଯରେ ନିୟୋଜିତ ହୋଇଥିଲେ। ଯେ ନିଆଁ ଲିଭାଇବ କଷ୍ଟକର ହୋଇପଡିଥିଲା। ପରେ ଅଗ୍ନିଶମ ଅଧିକାରୀ। ପ୍ରାଣପଣେ ଉଦ୍ଯମ ଯୋଗୁଁ ନିଆଁକୁ ଆୟତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।ତେବେ ଏ ନେଇ ତଦନ୍ତ କରାଯିବ।