Odia News Portal

ଆଜି ଗୁଗୁଲ ତାର ଡୁଡୁଲରେ କାହିଁକି ଏହି ମହିଳା ଜଣଙ୍କୁ ରଖିଛି ଜାଣନ୍ତୁ…

ଭୁବନେଶ୍ୱର () ଆଜି ଭାରତର ପ୍ରଥମ ଗ୍ରାଜୁଏଟ୍ ମହିଳା କାମିନୀ ରାୟଙ୍କ ୧୫୫ତମ ଜୟନ୍ତୀ । ଏହି ଅବସରରେ ଗୁଗୁଲ ତାର ଡୁଡୁଲରେ ତାଙ୍କୁ ସମ୍ମାନ ଜଣାଇଛି ।ରାୟ ଏକାସଙ୍ଗରେ ଜଣେ କବି, ଶିକ୍ଷାବିତ୍ ଏବଂ ସାମାଜିକ କର୍ମୀ ଥିଲେ। ୧୮୮୬ରେ ବେଥ୍ୟୁନ୍ କଲେଜରୁ ସଂସ୍କୃତରେ ସ୍ନାତକ ଅର୍ଜନ କରିଥିଲେ। ସେତେବେଳେ ମହିଳାଙ୍କ ଅଧିକାର ପାଇଁ କାମିନୀ ରାୟ ଲଢୁଥିଲେ।