Odia News Portal

କମ୍ପୁଛି ଶିଶୁପାଳଗଡ ମହୋତ୍ସବ

କମ୍ପୁଛି ଶିଶୁପାଳଗଡ ମହୋତ୍ସବ ନୃତ୍ୟ ଗୀତରେ ଦର୍ଶକ ବିଭୋର
‘କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ’(କାପୋକ) ଆନୁକୁଲ୍ୟରେ ଆୟୋଜିତ “ଶିଶୁପାଳଗଡ ମହୋତ୍ସବର ନୃତ୍ୟ ସଂଗୀତ ସମସ୍ତଙ୍କୁ ମତୁଆଲା କରୁଛି। କାକରରେ ବଶି ଲୋକ ମନୋରଞ୍ଜନ କରିବା ବେଳେ ସାସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଉଷ୍ମତା ଆଣି ଦେଉଛି । କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବରେ ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ଲୋକ ସଂସ୍କୃତି ଓ ନୃତ୍ୟ ପରିବେଷଣ କରାଯାଛି। ସେହିପରି “ମୁଁ ଶିଶୁପାଳ ଗଡ”ର ଲାଇଟ ସାଉଣ୍ଡ ସୋ ମଧ୍ୟ ଅତ୍ୟନ୍ତ ଚିତାକର୍ଷ କରୁଛି । ଉଦ୍‌ଯାପନ ଦିବସ ସେମାବାର ଓଲିଉଡ ଆୱାର୍ଡ କାର୍ଯ୍ୟକ୍ରମ ସହିତ ଚଳଚିତ୍ର ଅଭିନେତ୍ରୀ ଅର୍ଚିତା ଯୋଗଦେବେ ବୋଲି ଜଣାପଡ଼ିଛି ।