Odia News Portal

ବିଦ୍ୟୁତ୍ ତାର ଲାଗି ଚାଷୀ ମୃତ୍ୟୁ

ଯାଜପୁର: କୋରେଇ ଥାନା ତୁଳତୀ ଅଞ୍ଚଳରେ
୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରେହେମାନପୁର ଗାଁର ଚାଷୀ ରବିନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ, ବିଦ୍ୟୁତ ତାର ଛିଡ଼ିବାରୁ ଜଳିଗଲା ଧାନ ଫସଲ