Odia News Portal

ସନ୍ତୁଷ୍ଟ ତାଲିକାରେ ନବୀନ ଶୀର୍ଷରେ

ନୂଆଦିଲ୍ଲା() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟ । ଦେଶରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ହାରାହାରି ୬୫% ଲୋକ ସନ୍ତୁଷ୍ଟ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ କେଉଁ ରାଜ୍ୟରେ କେତେ ଲୋକ ସନ୍ତୁଷ୍ଟ ତାହାର ତାଲିକାରେ ନବୀନ ପଟ୍ଟନାୟକ ଶୀର୍ଷରେ ରହିଛନ୍ତି ।
ଓଡ଼ିଶା : ୮୨.୯୬%
ଛତିଶଗଡ଼ : ୮୧.୦୬%
କେରଳ : ୮୦.୨୮%
ଆନ୍ଧ୍ରପ୍ରଦେଶ : ୭୮.୦୧%
ମହାରାଷ୍ଟ୍ର : ୭୬.୫୨%
ଦିଲ୍ଲୀ : ୭୪.୧୮%
ହିମାଚଳ ପ୍ରଦେଶ : ୭୩.୯୬%
କର୍ଣ୍ଣାଟକ : ୬୭.୨୧%
ତେଲେଙ୍ଗାନା : ୫୪.୨୨%
ପଶ୍ଚିମବଙ୍ଗ : ୫୨.୦୬%
ଗୋଆ : ୪୨.୭୯%
ତାମିଲନାଡୁ :୪୧.୨୮%
ବିହାର : ୩୦.୮୪%
ପଞ୍ଜାବ : ୨୭.୫୧%
ଉତରାଖଣ୍ଡ : ୧୭.୭୨%
ହରିୟାଣା : ୪.୪୭%