Odia News Portal

ଘୋଷଣା ହେଲା ନିଗମ ଅଧକ୍ଷ, କାହାକୁ କଣ ଜାଣନ୍ତୁ …

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ନିଗମର ଅଧକ୍ଷ ଓ ଅନ୍ୟ କେତେକ ବିଭାଗର ପରାମର୍ଶଦାତା ଭାବେ ବିଜେଡି ନେତାମାନଙ୍କୁ ନିଯୁକ୍ତି ଦେଇଛନ୍ତି ।

ଲେନିନ ମହାନ୍ତି ଉକôଳ ପ୍ରସଙ୍ଗ ଓ ଓଡିଶା ରିଭୁ୍ୟର ସମ୍ପାଦକ, ସୁଜିତ କୁମାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶଦାତା, ଅନୁଭବ ପଟ୍ଟନାୟକ ଇଟି ଓ ଆଇଟି ବିଭାଗର ପରାମର୍ଶଦାତା,କୃତିବାସ ପାତ୍ର କୃଷି ଓ କୃଷକ ସଶକ୍ତି କରଣ ଭିବାଗର ପରାମର୍ଶଦାତା, ଉକôଳକେଶରି ପରିଡା ଚିଲ୍ଲିକା ଉନ୍ନୟନ କର୍ତ୍ତୃପକ୍ଷର ପରାମର୍ଶଦାତା, ଦେବାଶିଷ ଘୋଷ ଓଡିଶା ଜଙ୍ଗଲ ନିଗମର ପରାମର୍ଶଦାତା, ଶ୍ରୀମତି ସୁଲତା ଦେଓ ମହିଳା ଶିଶୁ ବିକାଶ ବିଭାଗର ପରାମର୍ଶଦାତା । ଶ୍ରୀ ଜନ୍ମେଜୟ ଲେଙ୍କା ଓଡିଆ ଭାସା ସଂସ୍କୃତି ବିଭାଗର ପରାମର୍ଶଦାତା, ରାମଚନ୍ଦ୍ର ପଣ୍ଡା କୃଷି ମାର୍କେଟିଂ ବୋଡର ପରାମର୍ଶଦାତା, ଦେବାଶିଷ ମହାନ୍ତି ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନର ଅଧକ୍ଷ ଶ୍ରୀମତି ମିନତି ବେହେରା ରାଜ୍ୟ ମହିଳା କମିଶନର ଅଧକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ।

ସେହିପରି ଶ୍ରୀମତି କସ୍ତୁରି ମହାପାତ୍ର ସମାଜ କଲ୍ୟାଣ ବୋର୍ଡର ଅଧକ୍ଷ, ସୁଲୋଚନା ଦାସ ଭିନ୍ନକ୍ଷମ କମିଶନର ଅଧକ୍ଷ. ଲୋପାମୁନ୍ଦ୍ରା ବକ୍ସିପାତ୍ର ମିଶନ ଶକ୍ତି ପରାମର୍ଶଦାତା , ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ପଶ୍ଚିମ ଓଡିଶା ବିକାଶ ପରିଷଦର ସଭ୍ୟ । ଇସ୍ୱର ପାଣିଗ୍ରାହି ବିହନ ନିଗମର ଅଧ. ପ୍ରଭାଦିତ୍ୟ ମିଶ୍ର ଆପିକଲର ଅଧକ୍ଷ, ଅନୁପ ସାଏ ୱୟାର ହାଉସିଂ କର୍ପୋରେସନ ଅଧକ୍ଷ, ଅସିତ ପଟ୍ଟନାୟକ ପିସି କଲଚର ଉନ୍ନୟନ ନିଗମର ଅଧକ୍ଷ, ଅମରେନ୍ଦ୍ର ଦାସ କାଜୁ ଉନ୍ନୟନ ନିଗମର ଅଧକ୍ଷ, ଲୁଲୁ ଅମାତ ଓଡିଶା ଗ୍ରାମ୍ୟ ଓ ଗୃହ ନିର୍ମାଣ ନିଗମର ଅଧକ୍ଷ, ଚିନ୍ନୟ ସାହୁ କ୍ଷୁଦ୍ରଶିଳ୍ପ ନିଗମର ଅଧକ୍ଷ, ଶ୍ରୀମୟୀ ମିଶ୍ର ଓଟିଡିସିର ଅଧକ୍ଷ, ଅମରେସ ପତି୍ର ଉଠା ଜଳ ସେଚନ ନିଗମର ଅଧକ୍ଷ, ଅତ୍ୟବ୍ରତ ତି୍ରପାଠି ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧକ୍ଷ, ବିଜୟ ନାୟକ ଓଡିଶା ଯୁବ ବୋର୍ଡର ଅଧକ୍ଷ, ପି୍ରୟଦର୍ଶି ମିଶ୍ର ଓଡିଶା ରାଜ୍ୟ ହାଉସିଂ ବୋର୍ଡର ଅଧକ୍ଷ, ସୁବାସ ସିଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧକ୍ଷ, ସଂଜିବ ପାଇକରାୟ ଖଦି ନିଗମର ଅଧକ୍ଷ, ସୁଧିର ଦାସ ସମାଜ କଲ୍ୟା ବୋର୍ଡର ଅଧକ୍ଷ, ଦିଲ୍ଲିପ ତିର୍କି ହକି କାଉଁସିଲ ଅଧକ୍ଷ . ମାନସ ମାଡକାମି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଲକାନଗିରିର ଅଧକ୍ଷ, ବିନୟ ଟପୋ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସୁନ୍ଦରଗଡର ଅଧକ୍ଷ, ଶ୍ରୀମତି ସୁସ୍ମିତା ବାଗଚ ମୋ ସ୍କୁଲର ଅଧକ୍ଷ, ଆକାଶ ଦାସ ନାୟକ ମୋ କଲେଜର ଅଧକ୍ଷ ରୂପେ ନିଯୁକ୍ତି ପାଇଛନ୍ତି ।