Odia News Portal

ଶାନ୍ତି କ୍ଷେତ୍ରରେ ନୋବେଲ ପୁରସ୍କାର

ନରଓ୍ବେ() ଶାନ୍ତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା। ନରଓ୍ବେର ନୋବେଲ କମିଟି ଶୁକ୍ରବାର ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି। ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗ୍ରାମକୁ ଦେଇଛନ୍ତି। ନୋବେଲ ଶାନ୍ତି ପୁରସ୍କାରରେ ଏହା ଚତୁର୍ଥ ଥର ଯେବେ ୩୦୦ରୁ ଅଧିକ ନାମାଙ୍କନ ହୋଇଛନ୍ତି। ସେଭଳି ଏହି ସମ୍ମାନ ପାଇଁ ପ୍ରଥମ ନାମ ପ୍ରେସ୍ ଫ୍ରିଡମ୍ ଗୋଷ୍ଠୀ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଓ ପରିବେଶବିତ୍ ଗ୍ରେଟା ଧନବର୍ଗଙ୍କ ମଜବୁତ ଦାବିଦାରୀ ଥିଲା, କିନ୍ତୁ ଜୁରି ଓ୍ବାର୍ଲ୍ଡ ଫୁଡ୍ ପୋଗ୍ରାମକୁ ଏହି ପୁରସ୍କାର ପାଇଁ ଚୟନ କରିଛନ୍ତି।