Odia News Portal

ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ, ୪ ଗିରଫ

ମାଟ୍ରିକ ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୪ ଗିରଫ। ଗିରଫଙ୍କ ମଧ୍ୟରେ ଅଛନ୍ତି ମୋବାଇଲ ବ୍ୟବହାରକାରୀ ଓ ଦୋକାନୀ। ଏମାନଙ୍କ ବିରୋଧରେ SDPO ନେଇ ଝଊଚଙ ସୂଚନା ଦେଇଛନ୍ତି। ଗତ ୨୨ ତାରିଖରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ନୂଆପଡ଼ା, କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା।