Odia News Portal

ଜିଲ୍ଲାର ସଫଳ ଗୋପାଳକ ମାନଙ୍କୁ ସମ୍ବର୍ଦ୍ଧନା

ଜଗତସିଂପୁର() ଆଜି ରାଜ୍ୟସ୍ତରୀୟ ଗୋ-ସମ୍ବର୍ଦ୍ଧନା ସପ୍ତାହ ଉଦଯାପନ ସମରୋହ ଅନୁÂିତ ହୋଇଥିଲା । ଜଗତସିଂପୁର ଠାରେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଏହି ସମାରେହରେ ଯୋଗଦେଇ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଗୋପାଳନରେ କିଭଳି ଆୟ ବୃଦ୍ଧି ହେବ ସେନେଇ ବିସ୍ତୃତ ଭାବରେ ଆଲୋକପାତ କରି ଜିଲ୍ଲାର ସଫଳ ଗୋପାଳକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।