ପୋଲିସ ଜାଲରେ ୧୦ ଅନ୍ତଃରାଜ୍ୟ ଡକାୟତ
୧୦ ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ । ସେମାନଙ୍କ ନିକଟରୁ ନଗଦ ୪୪ ହଜାର ଟଙ୍କା, ୩ଟି ଖଣ୍ଡା, ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ଲୁହାରଡ଼, ୭ଟି ମୁଖା ଓ ୧୧ଟି ମୋବାଇଲ ପୋଲିସ୍ ଜବତ କରିଛି।
ଗତକାଲି ରାତିରେ ନିର୍ମାଣାଧୀନ ନୂତନ ବସଷ୍ଟାଣ୍ଡ ନିକଟରେ ଡକାୟତମାନେ…