କୋଠା ଭୁଶୁଡ଼ି ୧୨ ମୃତ,ଚାପି ହୋଇ ରହିଛନ୍ତି ୮ ପରିବାର
ମୁମ୍ବାଇ() ମୁମ୍ବାଇର ଡ଼ୁଙ୍ଗିରୀ ଅଞ୍ଚଳରେ କେଶରବାଇ ନାମକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ଭିତରେ ଥିବା ୧୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକଙ୍କୁ ଭଙ୍ଗା କୋଠାରୁ ଉଦ୍ଧାର କରାଯାଇଛି। ଏହି କୋଠାରେ ୪୦ ଜଣ ଲୋକ ଫଶି ରହିଥିବା ନେଇ ସୂଚନା ମିଳିଛି। ଗୁରୁତର…