Odia News Portal
Browsing Tag

13 injured

ନକ୍ସଲଙ୍କ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

ରାୟପୁର: ଛତିଶଗଡର ନାରାୟଣପୁର ଜିଲ୍ଲାରେ ଯାଉଥିବା ବସ୍‌ରେ ନକ୍ସଲଙ୍କ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧିପାଇଛି । ଏହି ଦୁଃଖଦଘଟଣାରେ ପାଞ୍ଚ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିବାବେଳେ 13 ଜଣ ଆହତ ହୋଇଛନ୍ତି ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଧଉଡାଇ ପୋଲିସ ଷ୍ଟେସନ ସୀମା