ସ୍ୱାଧନତା ଦିବସ ପାଳନ ପାଇଁ ଗାଇଡ଼ଲାଇନ ଜାରି
ନୂଆଦିଲ୍ଲୀ() କୋଭିଡ଼ ନିୟମ ସହ ଚଳିତବର୍ଷ ସ୍ୱାଧନତା ଦିବସ ପାଳନ ପାଇଁ ଗାଇଡ଼ଲାଇନ ଜାରି ହୋଇଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଗାଇଡ଼ ଲାଇନ ଜାରି କରାଯାଇଛି ।
ତେବେ ଜାରି କରାଯାଇଥିବା ଗାଇଡ଼ଲାଇନ ଅନୁସାରେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନ…