ରିଲିଜ୍ ପୂର୍ବରୁ ୧୫୫ କୋଟି ଆୟ କଲା ଏହି ଫିଲ୍ମ, ଦେଖନ୍ତୁ ଭିଡିଓ
ମୁମ୍ବାଇ() ରିଲିଜ୍ ପୂର୍ବରୁ ୧୫୫ କୋଟି ଆୟ ଆୟ କରିସାରିଲାଣି ‘ଦବଙ୍ଗ ୩’। ଆମାଜନ୍ ପ୍ରାଇମ୍ ଅନ୍ଲାଇନ୍ ଷ୍ଟ୍ରିମିଂ, ଟି’ ସିରିଜ୍କୁ ମ୍ୟୁଜିକ୍ ଓ ଜି’କୁ ସ୍ୟାଟେଲାଇଟ୍ସ ରାଇଟ୍ସ ବିକ୍ରି କରି ଫିଲ୍ମଟି ଏହି ଟଙ୍କା ଆୟ କରିଛି।
ସୂଚନା ଅନୁଯାୟୀ, ଏହି ଫିଲ୍ମ ନିଜ ଡିଜିଟାଲ୍ ରାଇଟ୍ସକୁ…
