Odia News Portal
Browsing Tag

17 dead as roof of shelter

ଭୁଶୁଡ଼ିଲା ଶ୍ମଶାନ ଛାତ,୧୭ ମୃତ

ଗାଜିଆବାଦ (ଉତ୍ତରପ୍ରଦେଶ): ଶବ ନେଇ ଆସିଥିଲେ,ଶବ ହୋଇ ଫେରିଲେ | ଶ୍ମଶାନକୁ ଶବଦାହ ପାଇଁ ଆସିଥିଲେ ହେଲେ ଅଚାନକ ମୁଣ୍ଡ ଉପରେ ଭୁଶୁଡ଼ି ପଡ଼ିଲା ଛାତ | ଉତ୍ତରପ୍ରଦେଶ ଗାଜିଆବାଦର ଏକ ଶ୍ମଶାନରେ ଘଟିଛି ଏହିଭଳି ମର୍ମନ୍ତୁଦ ଘଟଣା | ଶ୍ମଶାନର ଛାତ ଭୁଶୁଡି ପଡିବାରୁ ଶବଦାହ କରିବାକୁ ଆସିଥିବା