ମାଓବାଦୀଙ୍କ ହୀନ ଚକ୍ରାନ୍ତ, ଯବାନଙ୍କୁ ଅପହରଣ
ମାଲକାନଗିରି : ବିଜାପୁରରେ ମାଓବାଦୀଙ୍କ ହମଲା ପରେ ସୁରକ୍ଷାକର୍ମୀମାନେ ନିଜ ରଣକୌଶଳ ବଦଳାଇଛନ୍ତି । ଫଳରେ କିଛି ଦିନ ହେଲା ନକ୍ସଲ ଦମନରେ ସୁରକ୍ଷାକର୍ମୀ ବଡ ସଫଳତା ପାଉଛନ୍ତି । ନକ୍ସଲମାନେ ଏଥିରେ ବିଚଳିତ ହୋଇପଡିଥିବାବେଳେ ସରକାରଙ୍କୁ ଅକଳରେ ପକାଇବାକୁ ମନ୍ଦ ଚିନ୍ତା କରୁଛନ୍ତି ।!-->…