ନନ୍ଦନକାନନରେ ନୂଆ ଅତିଥି
ଭୁବନେଶ୍ୱର ()ନନ୍ଦନକାନରରେ ଧଳା ବାଘୁଣୀ ସ୍ନେହା ୨ଟି ବାଘଛୁଆଁଙ୍କୁ ଜନ୍ମ ଦେଇଛି । ଆଜି ଭୋର ୩ଟା ୩୮ ଏବଂ ୫ଟା ୪୪ରେ ଦୁଇଟି ବାଘ ଛୁଆ ଜନ୍ମ ଦେଇଛି ସ୍ନେହା । ନନ୍ଦନକାନନ କର୍ତ୍ତୃପକ୍ଷ ସିସିଟିଭି ଜରିଆରେ ମାଆ ବାଘୁଣୀ ସ୍ନେହା ଉପରେ ନଜର ରଖିଛନ୍ତି । ଏହା ହେଉଛି ‘ସ୍ନେହା’ର ଦ୍ୱିତୀୟ…