Odia News Portal
Browsing Tag

2019-election

ମୁଖ୍ୟମନ୍ତ୍ରୀଙ୍କ ଗାଡିରୁ ୧ କୋଟି ୮୦ ଲକ୍ଷ ଟଙ୍କା ଜବତ

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ଗାଡି (ଏଆଓ ୦୧କେ ୦୦୦୯ ଫର୍ଡ ଏନଡିଗୋର )ରୁ ୧କୋଟି ୮୦ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଗାଡିଟି ଅରୁଣାଚଳ ପ୍ରଦେଶର ପଶିଘାଟରୁ ମିଳିଛି । ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ରାଲି ହୋଇଥିଲା । ଗାଡିଟି ଡେପୁଟି ସେକ୍ରେଟାରି ଙ୍କ ନାମ ରହିଥିବା ବେଳେ…

ନବୀନ ନିବାସ ଆଗରେ ବିଜେପିର ଧାରଣା

ଭୁବନେଶ୍ବର () ବାରିପଦା ସାରସକଣାର ଡାକ୍ତର ବୁଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରିବାକୁ ଦାବି କରି ବିଜେପିର ଏକ ପ୍ରତିନିଧି ଦଳ ନବୀନ ନିବାସ ଆଗରେ ଧରଣାରେ ବସିଛନ୍ତି । ଡାକ୍ତର ମୁର୍ମୁ ଚଳିତ ନିର୍ବାଚନରେ ବିଜେପି ଦଳରୁ ପ୍ରାର୍ଥୀ ହେବା ପାଇଁ ଇଚ୍ଚା ପ୍ରକାଶ କରି ଗତ ୬ମାସ ପୁର୍ବରୁ…

ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପିରେ ବିଦ୍ରୋହ

ଭୁବନେଶ୍ୱର ଉତ୍ତର ଆସନ ପାଇଁ ଗତକାଲି ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପିରେ ଆରମ୍ଭ ହୋଇଛି ବିଦ୍ରୋହ । ଦଳର ପୁରୁଣା କର୍ମୀ ମାନେ ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିବା ସହ ବିଜେପିରୁ ଏକାସଙ୍ଗରେ ଇସ୍ତଫା ଦେଇଛନ୍ତି । ଅପରାଜିତାଙ୍କ…

ପ୍ରୟାଗରାଜରୁ ନିର୍ବାଚନ ଲଢ଼ିବେ କିନ୍ନର ପ୍ରାର୍ଥୀ

ଆମ ଆଦମୀ ପାର୍ଟି (ଆପ୍)ର ସର୍ବପ୍ରଥମ କିନ୍ନର ପ୍ରାର୍ଥୀ ଭାବେ ଭବାନୀ ନାଥ ବାଲ୍ମିକୀ ଚଳିତ ୨୦୧୯ ନିର୍ବାଚନରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ‘କିନ୍ନର ଆଖଡ଼ା’ ମହାମଣ୍ଡେଳେଶ୍ୱରର ସଦସ୍ୟ ଭବାନୀ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା…

ପୁରୀରେ ମୁହାଁମୁହିଁ ହେବେ ତିନି ଦଳର ତିନି ମୁଖପାତ୍ର

ପୁରୀ ଲୋକସଭା ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ବିଭିନ୍ନ ଦଳର ମୁଖପାତ୍ରଙ୍କ ମଧ୍ୟରେ ଲଢେଇ। ଆଜି ୭ ଲୋକସଭା ଲାଗି କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଚିତ୍ର ସ୍ପଷ୍ଟ ହୋଇଛି । ପୁରୀ ପାଇଁ ସମ୍ବିତ…

ଆଇଏଏସ ଅପରାଜିତା ଓ ଆଇପିଏସ ଅରୁପ ମଧ୍ୟରେ ଫାଇଟ୍

ବିଜେଡିର ୩ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଭୁବନେଶ୍ବର ଲୋକସଭା ଆସନରୁ ସାଂସଦ ପ୍ରସନ୍ନ ପାଟଶାଣୀଙ୍କ ଟିକେଟ୍ କଟାଯାଇଛି । ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇପିଏସ୍…