୫ଟା ସୁଦ୍ଧା ୬୪ % ମତଦାନ
ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ ମତଦାନ ଜାରି ରହିଛି ।ଓଡିଶାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରୁ ସୂଚନା ମିଳିଛି ।
ଦ୍ୱିତୀୟ ପର୍ୟ୍ୟାୟ ରେ ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ଭୋଟର…