Odia News Portal
Browsing Tag

2nd Test match

ବିରାଟ୍ ବାହିନୀର ଚେନ୍ନାଇ ବିଜୟ

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ଦମଦାର୍ ବିଜୟ |ଏହା ସହିତ ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ବୋଲିଂର ସାମ୍ନା କରିନପାରି ୧୬୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୩୧୭ ରନରେ ବିଜୟ ହାସଲ କରିବା ସହ…

ବୋଲିଂ ପରେ ବ୍ୟାଟିଂରେ ଅଶ୍ୱିନଙ୍କ କମାଲ୍

ଚେନ୍ନାଇ: ବୋଲିଂ ପରେ ବ୍ୟାଟିଂରେ କମାଲ ଦେଖାଇଲେ ଅଶ୍ୱିନ । ଆଜି ଚେନ୍ନାଇ ଟେଷ୍ଟରେ ଦମଦାର ଶତକ ଅର୍ଜନ କରିଛନ୍ତି ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନରେ ଦମଦାର ବ୍ୟାଟିଂ କରି ଅଶ୍ଵିନ ନିଜର ପଞ୍ଚମ ଶତକ ପୂରଣ କରିଛନ୍ତି। ତାଙ୍କର ଏହି ଇନିଂସ ବଳରେ…