ପାଇଖାନାରେ କାମ କରିବା ବେଳେ ଫଲ୍ସ ଖସି ୩ଶ୍ରମିକ ମୃତ
ଭୁବନେଶ୍ୱର() ଭୁବନେଶ୍ୱରରେ ଅଘଟଣ। ପାଣ୍ଡରା ଅଞ୍ଚଳରେ ଘଟିଛି ଏକ ବଡ଼ ଧରଣର ଅଘଟଣ । ପାଇଖାନା ସେଫ୍ଟିକ ଟାଙ୍କିରେ କାମ କଲାବେଳେ ଫଲ୍ସ ଖସିବାରୁ ୩ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି ।ପାଣ୍ଡରା ଅଂଚଳରେ ଥିବା ଏକ ଘରେ ଥିବା ପାଇଖାନା ସେଫ୍ଟିକ ଟାଙ୍କିରେ କିଛି ଶ୍ରମିକ ନିୟୋଜିତ ହୋଇଥିଲେ । ହଠାତ…
