ଆବାସ ଅନିୟମିତତା: ୩ VLW ସସପେଣ୍ଡ
ଭୁବନେଶ୍ୱର() ବେଗୁନିଆ ପିଏମ ଆବାସ ଯୋଜନାରେ ଅନିୟମିତତା ପାଇଁ ସସପେଣ୍ଡ ହେଲେ ୩ VLW । ଖୋର୍ଦ୍ଧା ଜିଲ୍ଲପାଳ ସିତାଂଶୁ କୁମାର ରାଉତ ଏହି ୩ VLWଙ୍କୁ ସସପେଣ୍ଡ କରିଛନ୍ତି ।
ସୂଚନା ଅନୁଯାୟୀ, ବେଗୁନିଆ ବିଡିଓ ଓ ଏବିଡିଓଙ୍କ ବିରୋଧରେ କାର୍ଯ୍ୟନୁÂାନ ସୁପାରିଶ ହୋଇଥିଲା । ଉଭୟଙ୍କ…
