Odia News Portal
Browsing Tag

+3

ଆଡମିଶନ ବେଳେ ଜରୁରୀ ନୁହେଁ ଅରିଜିନାଲ ସାର୍ଟିଫିକେଟ

ଭୁବନେଶ୍ୱର()  +୩ ଆଡମିଶନ ନେଇ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅରିଜିନାଲ ସାର୍ଟିଫିକେଟ ବିନା +୩ ଆଡମିଶନ ନେଇ ନିଦେ୍ର୍ଧଶ ଦିଆଯାଇଛି । ଏନେଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । କରୋନା କାରଣରୁ ଅରିଜିନାଲ…

+୩ କଟ୍ ଅଫ୍ ମାର୍କ ପ୍ରକାଶ

ଭୁବନେଶ୍ୱର() ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି +୩ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ୧,୫୮,୫୪୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ମୋଟ ୧୦୨୯ଟି ଶିକ୍ଷାନୁଷ୍ଠାନ ପାଇଁ ନାମଲେଖା ହେବ । ଆସନ୍ତା ୧ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ଅନଲାଇନରେ ଫି ଦାଖଲ କରିପାରିବେ ।…

୨୯ରୁ ଯୁକ୍ତ ୩ ପରୀକ୍ଷା

ଭୁବନେଶ୍ୱର() ଆସନ୍ତା ୨୯ ରୁ ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନ ସମସ୍ତ ଡିଗ୍ରୀ କଲେଜ ଗୁଡ଼ିକର ଯୁକ୍ତ ୩ ପରୀକ୍ଷା ଆରମ୍ଭ ହେବ । ୨୦୧୭ ରେଗୁଲାର ଓ ୨୦୧୬ ବ୍ୟାକରେ ଯୁକ୍ତ ତିନି କଳା, ବିଜ୍ଞାନ ବାଣିଜ୍ୟର ଉଭୟ ପାସ ଓ ସମ୍ମାନରେ ନାମ ଲେଖିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହା ଅକ୍ଟୋବର ୩…

ଜୁଲାଇ ୨୪ରେ +୩ ପରୀକ୍ଷା

ଭୁବନେଶ୍ୱର () ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା +୩ ମହା ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ର ୬ଷ୍ଠ ସେମିଷ୍ଟାରର (ଫାଇନାଲ୍‌) ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା…