ଭାରତ ପାଖରେ ଆଉ ରହିଲା ମାତ୍ର ୩୦ ଦିନ
ନୂଆଦିଲ୍ଲୀ() ଭାରତରେ ବର୍ତ୍ତମାନ ସୁଦ୍ଧା ୮୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଭାରତ ଏବେ କରୋନା ଭାଇରସର ଦ୍ୱିତୀୟ ସ୍ତର ଦେଇ ଗତି କରୁଛି । ଯଦି ଆଗାମୀ ୩୦ ଦିନ ମଧ୍ୟରେ ଭାରତ ଏହି ରୋଗକୁ ରୋକିବାକୁ ସକ୍ଷମ ହେବ ନାହିଁ, ତେବେ ଏହା ତୃତୀୟ…
