ନିଲମ୍ବିତ ହେଲେ ୪ ଡ଼ାକ୍ତର
୪ ଜଣ ଡ଼ାକ୍ତରଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗର ପଦସ୍ଥ ଅଧିକାରୀମାନେ ‘ଫୋନି’ ବାତ୍ୟା ପରବର୍ତି ସ୍ୱାସ୍ଥ୍ୟସେବା କାର୍ୟ୍ୟ ତଦାରଖ କରିବାକୁ ପରିଦର୍ଶନରେ ଯାଇଥିବା ବେଳେ ଏହି ଡାକ୍ତରମାନେ କାର୍ୟ୍ୟକ୍ଷେତ୍ରରେ ଅନୁପସ୍ଥିତ ଥିଲେ । ବାତ୍ୟା ପ୍ରଭାବିତ ଅଂଚଳରେ ମହାମାରୀ…