ସ୍କୁଲ ଭ୍ୟାନରେ ନିଆଁ, ଜଳିଗଲେ ୪ ଶିଶୁ
ପଞ୍ଜାବ() ସ୍କୁଲ ଭ୍ୟାନରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ଏହି ଛାତିଥରା ଘଟଣା ଘଟିଛି ପଞ୍ଜାବର ସଙ୍ଗରୁର ଜିଲ୍ଲା ଲୋଙ୍ଗୋୱାଲ ସହରରେ । ସ୍କୁଲରୁ ଫେରୁଥିବା ସମୟରେ ଭ୍ୟାନରେ ଲାଗିଥିଲା କାଳରୂପୀ ନିଆଁ । କେହି କିଛି ବୁଝିବା ପୂର୍ବରୁ ନିଆଁରେ ଜଳିଯାଇଛନ୍ତି ୪ ଜଣ ଶିଶୁ । ବସରେ ମୋଟ୍ ୧୨ ଜଣ…