Odia News Portal
Browsing Tag

5

କଟକରେ ସବୁଠାରୁ ଅଧିକ ଭିକାରୀ

ଭୁବନେଶ୍ୱର () କଟକରେ ଅଛନ୍ତି ସର୍ବାଧିକ ଭିକାରୀ । ରାଜ୍ୟରେ ମୋଟ ୫୯୫୦ ଭିକାରୀ ଥିବା ବେଳେ କଟକରେ ମୋଟ ୧୦୬୦ ଜଣ ଭିକାରୀ ରହିଛନ୍ତି ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ମନ୍ତ୍ରୀ କହିଛନ୍ତି , ଓଡିଶାରେ ମୋଟ ୫ ହଜାର ୯୫୦ ଭିକାରୀ ଥିବା ବେଳେ କେବଳ କଟକରେ…