ବରଫ ଝଡରେ ୫ ଯବାନ ଓ ୫ ସାଧାରଣ ଲୋକ ମୃତ
କଶ୍ମୀର() ବରଫ ଝଡ଼ ଯୋଗୁଁ ହିମସ୍ଖଳନରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଏଥିରେ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେନା ପକ୍ଷରୁ ଉଦ୍ଧାରକାର୍ୟ୍ୟ ଜାରି ରହିଛି । ଏହି ମୃତକଙ୍କ ମଧ୍ୟରେ ୪ ଜଣ ଆର୍ମି ସୈନ୍ୟ ଥିବା ବେଳେ ଜଣେ ବିଏସଏଫ ଯବାନ ରହିଛନ୍ତି।
ସେହିପରି ବରଫ…