ପୌର ପରିଷଦ ଓ ଲୋକଙ୍କ ମଧ୍ୟରେ ସେତୁ ସାଜିବେ ୱାର୍ଡ ଅଫିସର
ଭୁବନେଶ୍ବର () ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ଗୋଟିଏ ପରେ ଗୋଟିଏ ବିଭାଗ ତତ୍ପରତାର ସହ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରାଞ୍ଚଳରେ ସବୁ ପୌର ସଂସ୍ଥା ଲୋକଙ୍କ ନିକଟତର ହେବାକୁ ଆରମ୍ଭ କରିଛି ଏକ ଅଭିନବ ଯୋଜନା । ସବୁ…
