ତିନି ବର୍ଷରୁ ଅଧିକ ଗୋଟିଏ ସ୍ଥାନ ଓ ପଦବୀରେ ରହିବେନି ଯନ୍ତ୍ରୀ
ନିଜ ଜିଲ୍ଲା ଓ ସବଡିଭିଜନରେ ମିଳିବନି ପୋଷ୍ଟିଂ
ଭୁବନେଶ୍ବର () ପୂର୍ତ୍ତ ବିଭାଗରେ ଜାରି ହେବ ନୂଆ ବଦଳି ନୀତି । ପ୍ରସ୍ତାବିତ ଚୁଡାନ୍ତ ନୀତି ଏବେ ପ୍ରସ୍ତୁତ ହେଉଛି । ଏଭିତରେ ବିଭାଗ ପକ୍ଷରୁ ଏକ ମଧ୍ୟବର୍ତ୍ତୀକାଳିନ ବଦଳି ନୀତି ପ୍ରକାଶ ପାଇଛି । ବିଭାଗରେ ସ୍ବଚ୍ଛତା ଏବଂ କର୍ମଚାରୀଙ୍କ…