୫ଟିରେ ଶ୍ରମ ବିଭାଗ
ଭୁବନେଶ୍ୱର () ୫ଟିରେ ଅଧିନରେ ଆସିବ ଶ୍ରମ ବିଭାଗ । ଚଞ୍ଚକତା କରୁଥିବା ଅଧିକାରୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ୟ୍ୟାନୁଷ୍ଠାନ । ଦାଦନ ଚାଲାଣ ରୋକିବା ଦିଗରେ ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ । ଏନେଇ ସୂଚନା ଦେଇଛନ୍ତି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ।
ନିଜ ପେଟପାଟଣା…