ମୁଖ୍ୟ ନିର୍ବାଚନ କମିଶନଙ୍କ ସ୍ବଚ୍ଛତାକୁ ନେଇ ପ୍ରଶ୍ନ
ଭୁବନେଶ୍ବର () ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଅଳ୍ପ କିଛି ଘଣ୍ଟା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନଙ୍କ ସ୍ବଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ । କମିଶନଙ୍କ କାର୍ଯ୍ୟଶୈଳୀ, ସ୍ବଚ୍ଛତା ଏବଂ ବିଶ୍ବାସନିୟତା ଉପରେ ସନ୍ଦେହ ପ୍ରକାଶ କରି 66 ଜଣ ପୂର୍ବତନ ପ୍ରଶାସକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ…
