ଅଜିଠାରୁ ଏନ୍ଜିଟିର ତଦନ୍ତ ଆରମ୍ଭ
ଢେଙ୍କାନାଳ କମଳାଙ୍ଗରେ ୭ଟି ହାତୀଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଘଏଞ)ର ୪ ଜଣିଆ ଦଳ। ଏହି ସମୟରେ ପିସିସିଏଫ୍, ଡିଏଫ୍ଓ, ବିଦ୍ୟୁତ ବିଭାଗ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅକ୍ଟୋବର ୨୭ ତାରିଖରେ କମଳାଙ୍ଗ ଗାଁ ପାଖରେ ୧୧ କେଭି ବିଦ୍ୟୁତ୍ ତାର…