ଗୋଟେ ବିଜ୍ଞାପନ ପାଇଁ ୧୧ କୋଟି ଟଙ୍କା ନିଅନ୍ତି ଏହି ଅଭିନେତା
ମୁମ୍ବାଇ() ଆଜିକାଲି ବିଜ୍ଞାପନ ଦ୍ୱାରା ମଧ୍ୟ ମୋଟା ଅଙ୍କର ଟଙ୍କା ନେଇଉନ୍ତି ଷ୍ଟାରମାନେ । ବିଜ୍ଞାପନରେ ନିଜ ନିଜ ପ୍ରିୟ ଷ୍ଟାରଙ୍କୁ ଦେଖି ଲୋକେ ସେହି ପ୍ରଡକ୍ଟ ଆଣିବା ପାଇଁ ଆଗ୍ରହ ହୋଇଥାନ୍ତି। ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରେ ହେଉଥିବା ଆୟର ତାଲିକା କରାଯାଏ ତାହେଲେ ସର୍ବୋପରେ ଆମୀର…