ଆଜିଠୁ ଆୟାରଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କୋଣାର୍କ ପୋଲିସ
ଆଜିଠୁ ୪ ଦିନିଆ ରିମାଣ୍ଡରେ ଯିବେ ଅଭିଜିତ୍ ଆୟାର ମିତ୍ର । କୋଣାର୍କ ଥାନା ପୋଲିସ ଅଭିଜିତ୍ଙ୍କୁ ରିମାଣ୍ଡରେ ନେବ । ଏନେଇ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । ଅଭିଜିତ୍ କୋଣାର୍କର କଳା, ସଂସ୍କୃତି ସଂପର୍କରେ ଅପଶବ୍ଦ ପ୍ରୟୋଗ କରିଥିଲେ । ଏନେଇ କୋଣାର୍କ ଥାନାରେ ମାମଲା…