ଆଜି ବିଧାନସଭାରେ ଉପସ୍ଥାପିତ ହେବ ଅଭିଜିତଙ୍କ ରିପୋର୍ଟ
ଆଜି ବିଧାନସଭାରେ ଉପସ୍ଥାପିତ ହେବ ବହୁ ଚର୍ଚ୍ଚିତ ଅଭିଜିତ ଆୟାର ଙ୍କ ସଂପର୍କରେ ରିପୋର୍ଟ । ଅଭିଜିତ ଆୟାର ଦେଇଥିବା ସମସ୍ତ ବୟାନକୁ ଗୃହ କମିଟି ତର୍ଜମା କରିସାରିବା ସହ ରିପୋର୍ଟ ପ୍ରସ୍ତୁତ କରିସାରିଛି । ତେଣୁ ବାଚସ୍ପତିଙ୍କ ନିର୍ଦ୍ଦେଶ ଆଧାରରେ ଆଜି ବିଧାନସଭାରେ ଗୃହ କମିଟି ଅଧକ୍ଷ ତଥା…