ମୃତ୍ୟୁ ସହ ଲଢୁଛି ଅଭିଲିପ୍ସା, ସହାୟତାର ହାତ ବଢାଇଲେ ପ୍ରଣବ
ଯାଜପୁର,୯ା୧୧(): ବାପା ସହ ଗୀତ ଶିଖିବାକୁ ଝିଅଟି ଯାଇଥିଲା । ହେଲେ ମଦ୍ୟପ ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଘଟିଥିବା ଦୁର୍ଘଟଣାରେ ବାପାର ଘଟଣାସ୍ଥଳରେ ପ୍ରାଣ ଚାଲିଗଲା ଓ ଝିଅ ଗୁରୁତର ଆହତ ହୋଇ ଅଶ୍ୱନୀ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଗରିବଙ୍କ ମାଗଣା ଚିକିତ୍ସା ପାଇଁ…