ଅଭିନନ୍ଦନଙ୍କ ଭୂମିକାରେ ଆସିବାକୁ ଚାହୁଁଛନ୍ତି ଏହି ଅଭିନେତା
ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବାହାଦୁରୀର କାହାଣୀ ଇତିହାସରେ ଲିପିବଦ୍ଧ ହୋଇସାରିଛି ।ତାଙ୍କର ସାହସିକତାର ପ୍ରଶଂସା ସାରା ଦୁନିଆରେ ହୋଇଛି । ସରକାର ପାକିସ୍ତାନ ଉପରେ ଚାପ ସୃଷ୍ଟି କରି କମାଣ୍ଡର ଅଭିନନ୍ଦନଙ୍କୁ ଭାରତ ପଠାଇବାକୁ ବାଧ୍ୟ କରିଦେଲା ।
ଅଭିନନ୍ଦନଙ୍କ…