ଚାପରେ ଚେପା ହେଲା ପାକିସ୍ତାନ, ସ୍ୱଦେଶକୁ ଫେରିଲେ ଅଭିନନ୍ଦନ
ଜନ୍ମମାଟିରେ ପାଦ ଥାପିଲେ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ। ପାକ ରେଞ୍ଜର୍ସର ଅଧିକାରୀମାନେ ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ତାଙ୍କୁ ଭାରତୀୟ ବୈଦେଶିକ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । ସୀମାରେ ସାଧାରଣ ନାଗରିକଙ୍କ ପରି ଆବଶ୍ୟକ ଭିସା ଓ ପାସପୋର୍ଟ ପ୍ରକ୍ରିୟା…