ଅଜିତ ପାୱାରଙ୍କୁ କ୍ଲିନଚିଟ
ନୂଆଦିଲ୍ଲୀ() ମାହାରାଷ୍ଟ୍ରରେ ମହାଭାରତ ଚାଲିଥିବା ବେଳେ ଆଜି ପୁଣି ଆସିଛି ନୂଆ ଟୁଇଷ୍ଟ ।ପାୱାର ପାଇଁ ରାତିଅଧିଆ ପଦ୍ମ ପଛରେ ଛିଡା ହୋଇଥିବା ଛୋଟ ପାୱାର ଅର୍ଥାତ ଏନସିପି ନେତା ତଥା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମିଳିଛି ବଡ ଆଶ୍ୱସ୍ତି । ଜଳସେଚନ ଦୁର୍ନୀତି ମାମଲାରେ…