Odia News Portal
Browsing Tag

accident case

ଗୋବରୀ ନଦୀରେ ବୁଡିଲା ଡଙ୍ଗା

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବିଜୟନଗର ଘାଟରେ ଏକ ଡଙ୍ଗା ବୁଡିଯିବା ଘଟଣା ଏ ଅଂଚଳରେ ପୁଣି ଆତଙ୍କ ଖେଳାଇ ଦେଇଛି । ଗତ କିଛିଦିନ ତଳେ କେନ୍ଦ୍ରାପଡା ଜିଲ୍ଲାରେ ଏଭଳି ଆଉ ଏକ ଡଙ୍ଗାବୁଡି ଘଟଣାରେ କିଛି ଲୋକ ପ୍ରାଣ ହରାଇଥିଲେ । ଲୋକଙ୍କ ମନରୁ ଏହି ଭୟ ଓ ଆତଙ୍କ ଦୂର ହୋଇନଥିବା ବେଳେ…

ଏକ କାର୍ ଉପରେ ଏକ ମାଲ୍‌ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ଏକ ମାଲ୍‌ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। କାର୍‌ଟି ପୂରା ଚେପା ହୋଇଯାଇଛି। ତା’ଭିତରେ କେହି ଯାତ୍ରୀ ଅଛନ୍ତି କି ନାହିଁ ସ୍ପଷ୍ଟ ହୋଇପାରି ନାହିଁ। ଖବର ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ପୁଲିସ୍ କିମ୍ବା…

ପିକନିକ୍ ବସ୍ ଦୁର୍ଘଟଣାରେ ୩୩ ଆହତ ୨ ଗୁରୁତର

ଟ୍ରକକୁ ଧକ୍କା ଦେଲା ପିକନିକ୍ ବସ୍। ଦୁର୍ଘଟଣାରେ ୩୩ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ନିକଟରେ ଘଟିଛି ଏହି ଦୁର୍ଘଟଣା। କେନ୍ଦ୍ରାପଡ଼ାରୁ ରାଉରକେଲା ବେଦବ୍ୟାସକୁ ପିକନିକ୍ ପାଇଁ ଯାଉଥିଲେ। ଟ୍ରକକୁ…

ଅଜଣା ଗାଡି ଧକ୍କାରେ ଗୋଟିଏ ପରିବାରର ୩ ମୃତ

ମୟୁରଭଂଜ ଜିଲ୍ଲା ବେତନଟି ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ବଙ୍ଗଳା ଥାନା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଅବସ୍ଥାରେ ଚିକିସ୍ôା ପାଇଁ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଗୋଟିଏ ପରିବାରର ବାପା ମା’ ଓ ଦୁଇ ଝିଅ…

ଜିଅନ୍ତା ଜଳିଗଲେ ଚାଳକ

ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର-ସମ୍ବଲପୁର ରାସ୍ତାରେ ନିକଟସ୍ଥ ଏସ୍. ପତ୍ରାପାଲିଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଟ୍ୟାଙ୍କର ଚାଳକ। ଏହି…