ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ
					ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସିରାଗୁଡାରେ  ମର୍ମଦୁନ୍ତ ସଡ଼କ ଦୁର୍ଘଟଣା  ।  ବାଇକକୁ ପିଟିଲା ଟ୍ୟାଙ୍କର  ।  ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ଭି କରାଯାଇଛି । ମାଲକାନଗିରି ଜିଲ୍ଲା!-->…				
						 
						 
			