ବଢିଲା ରାସନ କାର୍ଡ ସହ ଆଧାର ସଂଯୋଗ ଅବଧି
ଭୁବନେଶ୍ବର () ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାସନ କାର୍ଡଧାରୀମାନଙ୍କର ଆଧାର ସଂଯୋଗ ଓ ସଂଶୋଧନ କାର୍ଯ୍ୟକ୍ରମ ସେପେଫମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଛି । ଏହି ପ୍ରକ୍ରିୟା ଅଗଷ୍ଟ ୩୧ ତାରିଖରେ ଶେଷ ହେବାକୁ ଥିବାବେଳେ ଯେଉଁମାନେ ଆଧାର ସଂଯୋଗ କରିପାରିନାହାନ୍ତି, ସେମାନଙ୍କୁ…