ଆଜି ମହାପ୍ରଭୁଙ୍କ ଆଢିକିଆ ବେଶ
ପୁରୀ() ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଢିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ। ପ୍ରତ୍ୟୁଷରେ ଠାକୁରଙ୍କ ଅବକାଶ ନୀତି ବଢ଼ିଲେ ବେଶ ନୀତି ଆରମ୍ଭ ହୋଇଛି । ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ଏହି ଅପୂର୍ବ ବେଶରେ ବିଭୂଷିତ କରିବେ। ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ଶ୍ରୀମସ୍ତକରେ…