୩ ଆଇନଜୀବି ବହିଷ୍କୃତ
ହାଇକୋର୍ଟ ବାର ଆସୋସିଏସନ ଆଜି ୩ଜଣ ଆଇନଜୀବିଙ୍କୁ ବାର ଆସୋସିଏସନ ସାଧାରଣ ପରିଷଦରୁ ବହିଷ୍କୃତ କରିଛନ୍ତି । ହାଇକୋର୍ଟ ଆଇଜୀବିଙ୍କ ଧର୍ମଘଟ ବ୍ୟାପାରରେ ଏହି ୩ଜଣ ଓକିଲ ବିରୋଧି କାର୍ଯ୍ୟ କରିଥିବା ଅଭିଯୋଗରେ ବାର ଆସୋସିଏନ ଏମାନଙ୍କୁ ବହିଷ୍କାର କରିଛନ୍ତି । ବହିଷ୍କୃତ ହୋଇଥିବା ଆଇନଜୀବି…