ବିଜେପିରେ ଆଉ ରହିହେବନି
ଭୁବନେଶ୍ବର () ବିଜେପିର ଦୁଇ ବରିଷ୍ଠ ନେତା କେନ୍ଦ୍ରୀୟ ନେତୃତ୍ବ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିବେ । ଗତକାଲି ଦିଲ୍ଲୀପ ରାୟ ଏହାର ସୂଚନା ଦେଇସାରିଥିବା ବେଳେ ଆଜି ବିଜୟ ମହାପାତ୍ର ବି ସମାନ ପନ୍ଥା ଆପଣେଇବେ ବୋଲି ସଙ୍କେତ ଦେଇଛନ୍ତି ।
ବିଜେପିକୁ ଖୁବଶୀଘ୍ର କରିବେ ବାଏ ବାଏ।…